ଓଡ଼ିଶାରେ ଖୋଲିବ କୃପାଳୁ ବିଶ୍ୱବିଦ୍ୟାଳୟ

ଯୋଗ, ପ୍ରାକୃତିକ ଚିକିତ୍ସା, ଦର୍ଶନ, ଧର୍ମ ବିଷୟରେ ହେବ ପାଠପଢ଼ା ବାଙ୍କୀ ଅନ୍ତର୍ଗତ ବାଅାଁରାରେ ୧୦୦ଏକର ଜମି ମିଳିଛି ଭୁବନେଶ୍ୱର : ଓଡ଼ିଶାରେ ଖୁବ୍‌ଶୀଘ୍ର ଜଗତ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଯାଉଛି। ଏହି ବେସରକାରୀ ବିଶ୍ୱବିଦ୍ୟାଳୟ ଖୋଲିବା ସଂକ୍ରାନ୍ତ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ଖୁବ୍‌ ଶୀଘ୍ର ଏ ସଂକ୍ରାନ୍ତରେ ବିଧିବଦ୍ଧ ଆଇନ୍‌ ପ୍ରଣୟନ ଲାଗି ବିଧାନସଭାରେ ବିଲ୍‌ ଆଗତ ହେବାର ସମ୍ଭାବନା ରହିଛି। ଜଗତ୍‌ଗୁରୁ କୃପାଳୁ ଯୋଗ … Continue reading ଓଡ଼ିଶାରେ ଖୋଲିବ କୃପାଳୁ ବିଶ୍ୱବିଦ୍ୟାଳୟ